ଦୁଲାଖାପାଟଣା ଷ୍ଟେସନରେ ଟ୍ରେନରୁ ପଡ଼ି ୨ ଗୁରୁତର

ଟ୍ରେନରୁ ପଡ଼ି ୨ ଜଣ ଗୁରୁତର ହେବା ପରେ ଉତ୍ତ୍ୟକ୍ତ ଲୋକ ଯାଜପୁର ଜିଲ୍ଲା ପଲାସା ଡିଏମ୍ୟୁ ପାସେଞ୍ଜର ଟ୍ରେନକୁ ଅଟକାଇଛନ୍ତି।

ଟ୍ରେନରେ ଅଧିକ ଭିଡ଼ ହେଉଥିବାରୁ ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes