ଶସକ୍ତ ଭାରତ ପାଇଁ ସମାଧାନ ପତ୍ରକାରିତା ସଚେତନତା

ଇଶ୍ବରୀୟ ବ୍ରହ୍ମା କୁମାରୀ କଟକ ଶାଖା ପକ୍ଷରୁ ଆଜି ରାଜ୍ୟସ୍ତରୀୟ ଶସକ୍ତ ଭାରତ ପାଇଁ ସମାଧାନ ପତ୍ରକାରିତା କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ। ସମ୍ମାନୀତ ଅତିଥିଭାବେ ଦେଶର ବରିଷ୍ଠ ପତ୍ରକାର ବି. କେ ଅରୁଣ ପଣ୍ଡା, ଦୂରଦର୍ଶନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ମନୀଷ୍ ବାଜପେୟୀ ଯୋଗ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଓଡିଶାର ଅନ୍ୟ ଜିଲ୍ଲାରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବାର ସୂଚନା ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes