ଯୁକ୍ତ ୩ ପିଲା ପଢ଼ିବେ ଏନସିସି ପାଠ୍ୟକ୍ରମ

୨୦୨୩-୨୪ ଶିକ୍ଷା ବର୍ଷରୁ ଯୁକ୍ତ ୩ରେ ଏନସିସି ପାଠ୍ୟକ୍ରମ ଆରମ୍ଭ ହେବା ନେଇ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ସୂଚନା ଦେଇଛନ୍ତି।

ଯୁକ୍ତ ୩ ପିଲା ଏନସିସିକୁ ଏକ ଇଲେକ୍ଟିଭ୍ ବିଷୟ ଭାବେ ନେଇ ପାରିବେ। ଏନସିସି କିପରି ଭାବେ ପାଠ୍ୟକ୍ରମରେ ସାମିଲ ହେବ ସେନେଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। ପୂର୍ବରୁ ଏନସିସି କେବଳ ପ୍ରାକ୍ଟିକାଲ୍ ଓ ଫିଲ୍ଡ ଥିଓରୀରେ ଚାଲିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes