ଦୁର୍ଘଟଣା ଗ୍ରସ୍ତ ଗାଡି ରାସ୍ତାରେ ପଡିଥିବାରୁ ଟ୍ରାଫିକ ସମସ୍ୟା

ବଲାଙ୍ଗିର-ସମ୍ବଲପୁର ରାସ୍ତାରେ ବିଳମ୍ବିତ ରାତିରେ ଏକ ଟ୍ରକ୍‌ (ୟୁପି ୭୦ ଏଫ୍‌ଟି ୩୦୪୨) ଭାରସାମ୍ୟ ହରାଇ ଏକ ବଡ ଗଛକୁ ପିଟି ଦେଇଛି ।

ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି । କେବଳ ଗାଡି ସାମ୍ନା ପଟ ଚୂରମାର ହୋଇଯାଇଛି । ରାସ୍ତା ମଝିରେ ଗଛକୁ ପିଟି ଗାଡି ଏପର୍ଯ୍ୟନ୍ତ ସେଠାରେ ରହିଥିବାରୁ ଲୋକଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes