ସଡକ ଦୁର୍ଘଟଣାରେ ଦୁଇ ଗୁରୁତର

ସୁବର୍ଣ୍ଣପୁର ଜିଲ୍ଲା ସିଆଳି ଛକ ନିକଟରେ ବାଇକ ଯୋଗେ ଦୁଇଜଣ ଯୁବକ ଆସୁଥିବା ବେଳେ ଭରସାମ୍ୟ ହରାଇ ପଡ଼ିଯାଇଥିଲେ ଫଳରେ ତାଙ୍କ ମୁହଁରେ ଆଘାତ ଲାଗିଛି ସ୍ଥାନୀୟ ଲୋକେ ଅଚେତ ଅବସ୍ଥାରେ ଉଦ୍ଧାର କରି 108 କୁ ଖବର ଦେଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି ।

ସେମାନେ ଦୁଇଜଣ ମହଦା ଗ୍ରାମର ବୋଲି ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes