ନିଆଁର ଜଳିଗଲା ୩ ବଖରା, ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ

ବୌଦ୍ଧ ଜିଲ୍ଲା ତାଳପଦର ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି।

ବିଦ୍ୟୁତ ତାର ସର୍ଟ ସର୍କିଟରୁ ରମେଶ ନାୟକଙ୍କ ଘର ଜଳି ଯାଇଛି। ଏହା ସହ ୨୦ କୁଇଣ୍ଟାଲ ଧାନ,ଡାଲି, ଚାଉଳ ଓ ଆସବାଵପତ୍ର ପୋଡି଼ ନଷ୍ଟ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes