ଦୁଇ ପିକଅପ ଭ୍ୟାନ ମଧ୍ୟରେ ଧକ୍କା, 25 ଆହତ

ଆନନ୍ଦପୁର -ଠାକୁରମୁଣ୍ଡା ରାସ୍ତାର ପଥୁରିଆସାହି ନିକଟରେ ଆଜି ମଧ୍ୟାହ୍ନରେ ଦୁଇଟି ପିକ ଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 25 ଜଣ ଶ୍ରମିକ ଆହତ ହୋଇଥିବା ସ୍ଥାନୀୟ ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes