ରାଗିଙ୍ଗ ରୋକିବାକୁ ଦୃଢ ପଦକ୍ଷେପ ପାଇଁ କଲେଜ ଗୁଡିକୁ ପରାମର୍ଶ

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସମସ୍ତ କଲେଜ ଓ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚଠି ଲେଖି ଆଣ୍ଟି ରାଗିଙ୍ଗ ପଦକ୍ଷେପ ଦୃଢ଼ ଭାବେ ନେବାକୁ କୁହାଯାଇଛି l
କଲେଜ ଓ ହଷ୍ଟେଲ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ସଚେତନ କରିବା ସହ କୌଣସି ରାଗିଙ୍ଗ ଘଟଣା ଦୃଷ୍ଟିକୁ ଆସିଲେ ତୁରନ୍ତ ଏଫଆଇଆର କରିବାକୁ ଏବଂ ପୁଲିସକୁ ଅପେକ୍ଷା ନ କରି କାର୍ଯ୍ୟାନୁଷ୍ଠାଣ କରିବାକୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes