ରାଜ୍ୟରେ ଦେଶର ଦ୍ଵିତୀୟ ସର୍ବାଧିକ ବୁଲା କୁକୁର ଅଛନ୍ତି

2019 ମସିହାର ପଶୁସମ୍ପଦ ଗଣନା ଅନୁସାରେ ଓଡ଼ିଶାରେ 17 ଲକ୍ଷ 34 ହଜାର 399 ବୁଲା କୁକୁର ଅଛନ୍ତି, ଯାହାକି ଉତ୍ତର ପ୍ରଦେଶ ପରେ ଦ୍ଵିତୀୟ ସର୍ବାଧିକ l
ଲୋକସଭାରେ ଉପସ୍ଥାପିତ ତଥ୍ୟ ଅନୁସାରେ 2012 ମସିହାରେ ଓଡ଼ିଶାରେ 86,2520 ବୁଲା କୁକୁର ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes