ଅମିତ ଶାହଙ୍କୁ ଓଡିଶା ଗସ୍ତ ପାଇଁ ନିମନ୍ତ୍ରଣ କଲେ ଅପରାଜିତା

ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନୂଆଦିଲ୍ଲୀରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆସନ୍ତା ଆଠ ତାରିଖର ଓଡିଶା ଗସ୍ତ ପାଇଁ ବିଧିବଦ୍ଧ ନିମନ୍ତ୍ରଣ ଜଣାଇଛନ୍ତି l
ଏଥିସହ ସାଂସଦ ତାଙ୍କର ଦୁଇ ବର୍ଷର ରିପୋର୍ଟ କାର୍ଡ ମଧ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes