ଗଙ୍ଗପଡାରେ ଅଣ୍ଡରପାସ ନିର୍ମାଣ ଦାବି ଜଣାଇଲେ ଅପରାଜିତା

ଭୁବନେଶ୍ୱରର ଗଙ୍ଗପଡା ଠାରେ ଏକ ଭେହିକୁଲାର ଅଣ୍ଡରପାସ ନିର୍ମାଣ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟି ଦାବି ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ l
ଏଥିସହ ସେ ତାଙ୍କର ଦୁଇ ବର୍ଷର ରିପୋର୍ଟ କାର୍ଡ ମଧ୍ୟ ପ୍ରଦାନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes