ବାଲେଶ୍ଵର ଜିଲ୍ଲା ସୋର ଠାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଓ କନିଷ୍ଠ ଦେୱାନୀ ଅଦାଲତ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ଘୋଷଣାକୁ ସ୍ୱାଗତ ଜଣାଇ ସ୍ଥାନୀୟ ବିଧାୟକ ପର୍ଶୁରାମ ଧଡାଙ୍କ ଉଦ୍ୟମକୁ ପ୍ରଶଂସା କରି ଆଜି ସୋର କୋର୍ଟ ପରିସରରେ ସୋର ଓକିଲ ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।