କୋଭିଡ ସ୍ଥିତି ଭଲ ଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ: ଜିଲ୍ଲାପାଳ

କୋଭିଡ ସ୍ଥିତି ବଢିଲେ ବିନା ଭକ୍ତରେ ରଥଯାତ୍ରା ହେବ ଏବଂ ସ୍ଥିତି ଭଲ ଥିଲେ ରଥଯାତ୍ରାରେ ଭକ୍ତ ସାମିଲ ହେବେ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଭକ୍ତମୟ ପରିବେଶରେ ରଥଯାତ୍ରା କରିବାକୁ ସେବାୟତ ଦାବି କରିଥିବାରୁ ଆଲୋଚନା ହେଉଛି। ଏ ନେଇ ସବୁ ବିଭାଗ ସେମାନଙ୍କର ଆକ୍ସନ ପ୍ଲାନ୍ ପ୍ରଦାନ କରିଛନ୍ତି, ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes