ଦିବ୍ୟାଙ୍ଗ ନାବାଳକକୁ ବାପା -ସାବତ ମା’ଙ୍କ ହତ୍ୟା ଅଭିଯୋଗ

ବାଲେଶ୍ୱରର ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଚାନ୍ଦମାରୀ ପଡିଆ ନିକଟରେ ଭଡାରେ ରହୁଥିବା ଏକ ପରିବାରର 11 ବର୍ଷର ଦିବ୍ୟାଙ୍ଗ ପୁତ୍ରର ମୃତଦେହ ଆଜି ନିକଟସ୍ଥ ଲୁଣିଆଯୋଡିରୁ ଉଦ୍ଧାର କରାଯାଇଛି l
ନାବାଳକକୁ ତା ବାପା ଓ ସାବତ ମା’ ହତ୍ୟା କରିଥିବା ଅଭିଯୋଗ ପାଇ ପୁଲିସ ସେମାନଙ୍କୁ ଅଟକ ରଖି ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes