ବାପାକୁ ପିଟିପିଟି ହତ୍ୟା, ପତ୍ନୀ ଫିନାଇଲ ପିଇ ଗୁରୁତର

ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଞ୍ଜିପଲି ଗ୍ରାମରେ ଆଜି ପୁଅ ଓ ତା ପତ୍ନୀ ମଧ୍ୟରେ ଚାଲିଥିବା କଳିକୁ ଅଟକାଇବାକୁ ଯାଇ ବାପା ପୁଅମାଡ଼ରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି l
ଅପରପକ୍ଷରେ ଅଭିଯୁକ୍ତର ପତ୍ନୀ ଫିନାଇଲ ପିଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି l ପୁଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes