ବୀରମହାରାଜପୁରର ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ଉ

ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିଶ୍ଵରଞ୍ଜନ ପତିଙ୍କ ନିର୍ଦେଶ କ୍ରମେ ରୋଗ ନିୟନ୍ତ୍ରଣ ବିଭାଗର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରମେଶଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ବୀରମହାରାଜପୁରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କରେ ଚଢ଼ଉ କରିଥିବା ଜଣାପଡ଼ିଛି ।

ଚଢ଼ଉ ବେଳେ ୧୧ଟି ହୋଟେଲରୁ ୨୬ କିଲୋ ବାସି ଖାଦ୍ୟ ସବୁ ଫିଙ୍ଗାଯାଇ ୩୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes