ଦିଅରଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଭାଉଜ ଅଟକ

ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ ଗ୍ରାମରେ ଦିଅରଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଭାଉଜଙ୍କୁ ଅଟକ ରଖିଛି ପୁଲିସ।

ମୃତକ ଜଣକ ହେଲେ ପ୍ରଦୀପ ନାୟକ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପଙ୍କ ଭାଇଙ୍କ ପ୍ରାୟ ୫ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ଏହାର କିଛି ବର୍ଷ ପରେ ପ୍ରଦୀପଙ୍କ ପତ୍ନୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏଣୁ ପ୍ରଦୀପ ନିଜ ଭାଉଜଙ୍କ ସହ ରହୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes