ପୋଖରୀରେ ବୁଡ଼ି ୨ ନାବାଳିକାର ମୃତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ଝରିଗାଁ ଗବାଗୁଡ଼ାରେ ପୋଖରୀରେ ବୁଡ଼ି ୧୫ ବର୍ଷୀୟ ୨ ନାବାଳିକାର ମୃତ୍ୟୁ ଘଟିଛି।

ଉଭୟ ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes