ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ପରେ ନାବାଳିକାର ଆତ୍ମହତ୍ୟା

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହେବା ପରେ ଜଣେ +୨ ପଢୁଆ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ୍ୟୁ ପୂର୍ବରୁ ନାବାଳିକା ନିରାକାରପୁର ଆଇଆଇସିଙ୍କୁ ପତ୍ର ଲେଖିଛନ୍ତି। ଖଜୁରୀପଡ଼ାର ଜଣେ ଯୁବକ ଫଟୋ ଭାଇରାଲ କରିଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes