ଡୁମାଲ ସମାଜର ଏକ ପ୍ରସ୍ତୁତି ବୈଠକ

ସୋନପୁର ସଦରବ୍ଲକ ଲଛିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୂର୍ଷାପାଲି ଆମ୍ବ ବଗିଚା ଠାରେ ଲୁହୁରାପାଲି କେନ୍ଦ୍ର ସଭାପତିଙ୍କ ନେତୃତ୍ଵରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l

ରାଜ୍ଯ ଉପଦେଷ୍ଟା ଦେବାର୍ଚନ ଚାଉଲିଆ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିଲେ l ସଂପାଦକ କିଶୋର କର୍ମି,ସଂଯୋଜକ ଲକ୍ଷ୍ମଣ ବସ୍ତିଆ ଲୁହୁରା ପାଲି କେନ୍ଦ୍ରର ସମସ୍ତ ସଦସ୍ୟ ଯୋଗଦେଇ ନୂତନ କର୍ମକର୍ତ୍ତା ଚୟନ ପାଇଁ ଆଗାମି ୧୬/୧୦ ୨୦୨୨ରେ ସଭା ଅନୁଷ୍ଠିତ ହେବ ବୋଲି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes