ଜଙ୍ଗଲରୁ ଛୁଆ ହାତୀର ମୃତଦେହ ଠାବ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ନାଟୋ ଜଙ୍ଗଲରୁ ଛୁଆ ହାତୀର ମୃତଦେହ ଠାବ ହୋଇଛି।

ମୃତ ଛୁଆ ହାତୀର ଆନୁମାନିକ ବୟସ ୩ ମାସ ହେବ ବୋଲି ଅନୁମାନ କରାଯାଉଛି। ଛୁଆ ହାତୀଟି ୨ ଦନ୍ତାହାତୀ ଲଢେଇରେ ଚାପି ହୋଇ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes