ଠିଆ ହୋଇଥିବା ୨ ଟ୍ରକରୁ ଡିଜେଲ ଚୋରି କରି ନେଲେ ଦୁର୍ବୃତ୍ତ

କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣାଦେଇ ଯାଇ ଥିବା ରାଞ୍ଚି ବିଜୟ ୱାର୍ଡ। ୨୨୦ ନମ୍ବର ଜାତୀୟ ରାଜପଥ ର ମଲ୍ଲୀପଶି ଛକ ଉପରେ ଶନିବାର ବିଳମ୍ବିତ ରାତିରେ ଦୁଇଟି୧୨ ଚକିଅ ଟ୍ରକ ରୁକେହି ଦୁର୍ବୃତ୍ତ ଡିଜେଲ ଚୋରୀ କରିନେଇଥିବା ଜଣା ପଡ଼ିଛି।

ସୂଚନା ଅନୁଯାୟୀ କରଞ୍ଜିଆ ଅଭିମୁଖେ ଯାଉଥିବା ୨ ଟ୍ରକ କୁ ଛିଡ଼ା କରି ଡ୍ରାଇଭରଓ ହେଲ୍ପର୍ ଶୋଇ ପଡିଥିବା ସମୟ ରେ ଗାଡି ତେଲ ଟାଙ୍କିର ଡ୍ରେନ ନଟ ଖୋଲି ଡିଜେଲ ଚୋରି କରିନେଇଥିବା ଜଣା ପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes