ବଲାଙ୍ଗିର ବ୍ଳକ ସଦେଇପାଲି ପଂଚାୟତ ର ସମିତି ସଭ୍ୟ, ଶ୍ରୀ ଗୋଲାପ ବାଗ, ବଲାଙ୍ଗିର ଜ଼ୀଲ୍ଲା ସମିତି ସଭ୍ୟ ସଂଘ ର ସଭାପତି ଭାବେ ମନୋନୀତ ହୋଇଛନ୍ତି।
ବଲାଙ୍ଗିର ସ୍ଥିତ ନଟରାଜପେଲେସ ରେ ଅନୁଷ୍ଠିତ ଜ଼ୀଲ୍ଲା ସ୍ତରୀୟ ସଭାରେ ,ଶ୍ରୀ ଗୋଲାପ ବାଗଙ୍କୁ ସର୍ବସମ୍ମତି କ୍ରମେ, ସଭାପତି ଭାବେ ମନୋନୀତ କରାଯାଇଥିଲା।ମୁରଲୀଧର କୁମ୍ଭାର ସଂପାଦକ,ଜୋଶନା ମୟୀ କୁମ୍ଭାର ଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା।
ସମିତି ସଭ୍ୟ/ସଭ୍ୟା ମାନଙ୍କ ପ୍ରତି ବୈମାତୃକ ମନୋ ଭାବ ର ପ୍ରତିବାଦ କରିବା ସହିତ, ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ସଂଘ ପ୍ର୍ରଚେଷ୍ଟା କରିବ ବୋଲି, ସଂଘର ସଭାପତି ଶ୍