ଘରେ ପଶି ତଣ୍ଟି କାଟି ନାବାଳିକାକୁ ହତ୍ୟା

ଅନୁଗୁଳ ସଦର ଥାନା କୁଇଓ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

ନାବାଳିକାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର।ହତ୍ୟାକାରୀ ଯୁବକ ଫେରାର ଥିବାବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes