ଭୁଷଣ୍ଡପପୁର ଜେଟି ଠାରେ ସାସଂଦଙ୍କ ଦ୍ବାରା ନଦୀ ଖନନ ଉଦଘାଟନ

କେନ୍ଦ୍ର ସରକାର ଓ ଭୂବନେଶ୍ୱର ସାସଂଦଙ୍କ ଅନୁମୋଦନ କ୍ରମେ ୬କୋଟି ଟଙ୍କା ଅର୍ଥ ବ୍ୟୟବରାଦ କରିବା ପରେ ଆଜି ଭୁଷଣ୍ଡପପୁର ଜେଟି ନିକଟରେ ଚିଲିକା ନାଳ ଖନନ କାର୍ଯ୍ୟର ଶୁଭ ଉଦଘାଟନ ସହିତ ଚିଲିକା ର ବିକାଶ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି।

ଭୂବନେଶ୍ୱର ସାସଂଦ ଉପସ୍ଥିତ ରହି ଚିଲିକା ନାଳ ଖନନ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି।ଏହି ଅବସରରେ ଭୁଷଣ୍ଡପପୁର ଜେଟି ଠାରେ ଅନାଦି ବେହେରାଙ୍କ ସଭାପତିତ୍ୱରେ ଏକ ସଭା କରାଯାଇଥିଲା। ସାସଂଦ ଅପରାଜିତା ଷଡଙ୍ଗୀ ଇଏ ବିକାଶର ପର୍ବ ଆରମ୍ଭ ଆଗାମୀ ୨/୩ ବର୍ଷ ଭିତରେ ମସ୍ଚ୍ୟଜିବୀ ଙ୍କ ସମସ୍ତ ଅସୁବିଧା ଦୂର କରାଯିବ ବୋଲି ଅଭିଭାଷଣ ରଖିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes