ଟ୍ରେନ ରହଣି ଦାବିରେ ରେଳରୋକ

ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଷ୍ଟେସନରେ ଅଧିକ ଟ୍ରେନ୍ ରହଣି ଦାବିରେ ରେଳରୋକ୍ କରିଛି ଅମ୍ବାଦଳା ସିଟିଜେନ୍ କମିଟି ।

୬ଟି ଟ୍ରେନ୍ ରହଣି ଦାବିରେ ଧାରଣା ଦେଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes