ପୁରୁଣା ବଜାର ବସ ଷ୍ଟାଣ୍ଡରେ ଦୁର୍ଗନ୍ଧ

କେନ୍ଦୁଝର ପୁରୁଣା ସହର ସ୍ଥିତ ବସ ଷ୍ଟାଣ୍ଡ ନିକଟରେ ଥିବା ପୌରପାଳିକାର ମଇଳା ଆବର୍ଜନା ପରିଚାଳନା କେନ୍ଦ୍ର ବାହାରେ ଏଣେତେଣେ ମଇଳା ଜାମ ରହିଥିବାରୁ ପରିବେଶ ପ୍ରଦୂଷିତ ହେବା ସହ ଆଖ ପାଖ ଅଞ୍ଚଳ ରେ ଦୁର୍ଗନ୍ଧ ବ୍ୟାପୁଥିବା ରୁ ଅସନ୍ତୋଷ ବଢୁଛି।

ଏହା ନିକଟରେ ବନ ବିଭାଗର ଏକ ଅଫିସ ମଧ୍ୟ ଚାଲୁଥିବା ବେଳେ ଆଖପାଖ ରେ ଜନ ବସତି ରହିଛି। ଏହାର ପ୍ରତିକାର ଦାବି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes