ଟ୍ରାକ୍ଟର ଧକ୍କାରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କଟାପାଲି ଗ୍ରାମରେ ଟ୍ରାକ୍ଟର ଧକ୍କାରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଛି।

କ୍ଷତି ପୂରଣ ଦାବିରେ ରାମପୁର ବିନିକା ରାସ୍ତା ଅବରୋଧ କରିଛନ୍ତି ଲୋକେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes