ସ୍ୱଚ୍ଛ ଭାରତ ଅଭିଯାନ ପାଇଁ କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କ୍ଷୀର ପ୍ୟାକେଟ ଜରି, ଅଦରକାରୀ ପ୍ଲାଷ୍ଟିକରୁ ବିଭିନ୍ନ ସାମଗ୍ରୀ କରୁଛନ୍ତି କମଳା। ଏସ୍ଏଚ୍ଜି ଜରିଆରେ ଟୋକେଇ ଓ ମୋବାଇଲ ଷ୍ଟାଣ୍ଡ ତିଆରି କରୁଛନ୍ତି କମଳା। ଏହା ତାଙ୍କ ପାଇଁ ସ୍ୱଚ୍ଛତା ସହ ରୋଜଗାରର ମାଧ୍ୟମ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।