ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କର 73 ବର୍ଷ ବୟସରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ସେ ଧରିତ୍ରୀ ଓ ସମୟ ଭଳି ଆଗଧାଡିର ସମ୍ବାଦପତ୍ରରେ ଦୀର୍ଘ ଦିନ ଧରି କାମ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes