ଟ୍ରକ୍‌ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ନୟାଗଡ଼ ଟ୍ରାଫିକ ଛକରେ ଏହି ଘଟଣା ଘଟିଛି ।

ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଟ୍ରକ୍‌ ଜବତ କରି ଟାଉନ ଥାନା ପୁଲିସ ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes