ଦୁଆନପାଲି(ଘ)ଆର.ଏଲ ପ୍ରକଳ୍ପକୁ ସାମଗ୍ରୀ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି

ବଲାଙ୍ଗିର ଜିଲ୍ଲା ଜଳସେଚନ ବିଭାଗ ତରଫରୁ ଦୁଆନପାଲି‐ଘ ଆର.ଏଲ ପ୍ରକଳ୍ପକୁ ବିଭିନ୍ନ ସାମଗ୍ରୀ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ ୪,୯୬,୧୪୯ଟଙ୍କା ରହିଛି ଏବଂ ବିଡ ଆବେଦନର ଶେଷ ତାରିଖ ମଇ ମାସ ୧୦ ତାରିଖ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes