ଜୈବିକ ଖତ ଓ ଅନ୍ଯାନ୍ଯ କାର୍ଯ୍ଯକ୍ରମକୁ ନେଇ ଟେଣ୍ତର ବିଜ୍ଞପ୍ତି

ନବରଙ୍ଗପୁର ବନ ବିଭାଗ କାର୍ଯ୍ଯାଳୟ ତରଫରୁ ଜୈବିକ ଖତ,ନିଆଁ ପ୍ରତି ସଚେତନତା ଓ ଅନ୍ଯାନ୍ଯ କାର୍ଯ୍ଯକ୍ରମ ଇତ୍ଯାଦି ସକାଶେ ପ୍ରଶାସନ ତରଫରୁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ମଇ ମାସ ୦୫ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes