ରୋଗୀଙ୍କୁ ମେଡ଼ିକାଲରେ ଭର୍ତ୍ତି କଲେ ହ୍ୟୁମାନ କେୟାର ଫାଉଣ୍ଡେସନର ସଦସ୍ୟ

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ଅଞ୍ଚଳର ଜଣେ ଅସହାୟ ବୃଦ୍ଧ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଥିବା ସମ୍ପର୍କରେ ହ୍ୟୁମାନ କେୟାର ଫାଉଣ୍ଡେସନର ସଦସ୍ୟମାନେ ଜାଣିବା ପରେ ଆଜି ଉକ୍ତ ବୃଦ୍ଧଙ୍କୁ ୧୦୮ ଆମ୍ବୁଲାନ୍ସରେ ଆଣି ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

ସିମୁଳିଆ ମେଡ଼ିକାଲରେ ଉକ୍ତ ବୃଦ୍ଧଙ୍କର ଚିକିତ୍ସା ଜାରି ରହିଛି ବୋଲି ଫାଉଣ୍ଡେସନର ସଦସ୍ୟ ଜୀବନ କୁମାର ବେହେରା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes