ଏକ ଘରୋଇ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ନିଜ ପ୍ରେମିକ ଆକାଉଣ୍ଟକୁ 97 ଲକ୍ଷ ଟଙ୍କା କଲେଜ ଅର୍ଥ ପଠାଇ ଗିରଫ ହୋଇଥିବା ବେଳେ ପୁଲିସ ଉକ୍ତ ପ୍ରେମିକା ବିକାଶ କୁମାରକୁ ଝାଡ଼ଖଣ୍ଡର ଗିରଫ କରି ଆଣିଛି l
ବିକାଶ ଜୁଆ ଖେଳରେ 50 ଲକ୍ଷ ଉଡାଇଥିବା ବେଳେ ବଳକା ଅର୍ଥରୁ କିଛି କିଣାକିଣି କରିବା ପରେ ବିଭିନ୍ନ ଆକାଉଣ୍ଟକୁ କିଛି ଟଙ୍କା ପଠାଇଥିବା ପୁଲିସ କହିଛି l ତାକୁ 5 ଦିନ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରୁଛି l