ବସରୁ ଓହ୍ଲାଇବା ବେଳେ ଛୁରାମାଡ଼ କରି ଲୁଟ

ଆଜି ବେଲଗୁଣ୍ଠାରୁ ଆସିଥିବା ଜଣେ ଯୁବକ ସିଆରପି ଛକରେ ବସରୁ ଓହ୍ଲାଇ ସାଲିଆ ସାହି ଯାଉଥିବା ବେଳେ ବାଟରେ ତାଙ୍କୁ ଲୁଟେରା ମାନେ ଛୁରାମାଡ଼ କରି ଜିନିଷ ପତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି l

ଯୁବକଙ୍କୁ ଆହତ ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes