ଗୁପ୍ତେଶ୍ୱର ରାସ୍ତାରେ ଭ୍ୟାନ ଦୁର୍ଘଟଣା: ୧ ମୃତ,୩୫ ଆହତ (ଅପଡେଟ )

ଆଜି କୋରାପୁଟ ଜିଲ୍ଲା ବୋରିଗୁମ୍ମା ମାଲଦାରୁ ଏକ ଭ୍ୟାନ ପର୍ଯ୍ୟଟକଙ୍କୁ ନେଇ ଗୁପ୍ତେଶ୍ୱର ଯାଉଥିବା ବେଳେ ବୈପାରୀଗୁଡା ଚଢେଇପାଣି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି l

ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ 35 ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ଆହତଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes