ବିଲରେ ହଳ ସହ ଧାନ ବୁଣିଲେ ବିଧାୟକ ସୁଶାନ୍ତ ରାଉତ

ଅକ୍ଷୟ ତୃତୀୟା ଅବସରରେ ଇଞ୍ଜଣା ଗ୍ରାମ ପଞ୍ଚାୟତ ଏବଂ ବରିମୁଣ୍ଡ ଗ୍ରାମ ପଞ୍ଚାୟତର ଶ୍ରୀ ଲକ୍ଷେଶ୍ୱର ମହାଦେବ ମନ୍ଦିର ନିକଟରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l

ଏହି ଅବସରରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ପବିତ୍ର ଅକ୍ଷୟ ତୃତୀୟାର ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇ ଅକ୍ଷିମୁଠି ଅନୁକୂଳ କରି ବିଲରେ ହଳ ସହ ଧାନ ବୁଣିଥିଲେ ବିଧାୟକ ସୁଶାନ୍ତ ରାଉତ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes