ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ମାଗିଲେ ନବୀନ

ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ୱାନ ଟୁ ୱାନ ଆଲୋଚନା କରି ସଫଳତା ଓ ବିଫଳତାର ରିପୋର୍ଟ ମାଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।

ଜିତିଥିବା ସ୍ଥାନରେ କଣ ରହିଥିଲା ଦଳର ଷ୍ଟ୍ରାଟେଜି ଓ ହାରିଥିବା ସ୍ଥାନରେ କଣ ଥିଲା ଷ୍ଟ୍ରାଟେଜି ତା’ର ରିପୋର୍ଟ ୧୦ ଦିନ ଭିତରେ ଦେବାକୁ କହିଛନ୍ତି ନବୀନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes