ଯାନ ଭଡା ନିମନ୍ତେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ

ରାୟଗଡା ଜିଲ୍ଲା ଗ୍ରାମ୍ଯ ଜଳ ଓ ପରିମଳ ବିଭାଗ ସକାଶେ ଗୋଟିଏ ଯାନ ଭଡା ନିମନ୍ତେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଆସନ୍ତା ମଇ ମାସ ୦୪ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes