ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ହତ୍ୟା ଅଭିଯୋଗ

ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଗତକାଲି ଜଣେ ଏମବିବିଏସ ପ୍ରଥମ ବର୍ଷ ଛାତ୍ର ଛାତରୁ ଡେଇଁ ଆତ୍ମହତ୍ୟା କରିବା ଘଟଣାରେ ଆଜି ଛାତ୍ରଙ୍କ ପରିବାର ହରିଆନାରୁ ଆସିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି l

ମୃତ୍ୟୁ ଦିନ ଛାତ୍ର ଜଣଙ୍କ ମାଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ ଏବଂ ତାଙ୍କୁ ରାଗିଙ୍ଗ କରାଯାଉଥିବା କହିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes