ଜିଲ୍ଲା ଗରିବ ଭୂମିହୀନ ମହାସଂଘ ପକ୍ଷରୁ ରାମପୁର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର ଜିଲ୍ଲା ଭୂମିହୀନ ମହାସଂଘ ତରଫରୁ ଆଜି ଡୁଙ୍ଗୁରିପାଲି ବ୍ଳକ ରାମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବରିଷ୍ଟ ଆଇନଜୀବୀ ବଳଦେବ ବେଦବାକ ନେତୃତ୍ୱରେ ଶତାଧିକ ଲୋକ ଏକ ବିରାଟ ଶୋଭାଯାତ୍ରାରେ ସ୍ଲୋଗାନ ଦେଇ ରାମପୁର ତହସିଲ କାର୍ଯ୍ୟାଳୟକୁ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଲିଜ ପାଇଥିବା ହିତାଧିକାରୀଙ୍କୁ ଜମି ଚିହ୍ନଟ ଓ ଜବରଦଖଲ କାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes