ଅମୃତ ସରୋବର ଯୋଜନାରେ ସରୋବରର ଉନ୍ନତି କାର୍ଯ୍ୟ ଶୁଭାରମ୍ଭ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଖଗସିକନା ଗ୍ରାମରେ ଆଜି ପୂବର୍ତନ ସରପଞ୍ଚ ପ୍ରଫୁଲ କୁମାର ଦାସ, ଦେଓଗାଁ ବ୍ଲକ ଉପଧ୍ୟକ୍ଷା ସୂର୍ଯ୍ୟ କାନ୍ତି ଛତ୍ରିଆ, ଅନ୍ୟ ୱାର୍ଡ ମେମ୍ବର, ସରପଞ୍ଚ ଜୀବନି ଦାସଙ୍କ ଉପସ୍ଥିତିରେ ବ୍ଲକ ବିଡ଼ିଓ ଶ୍ରୀ ରାମଦତ୍ତ ଭୋଇ ଅମୃତ ସରୋବରର ଯୋଜନାରେ ଏକ ପୋଖରୀର ଉନ୍ନତି କାରଣ କାର୍ଯ୍ୟ ଶୁଭାରମ୍ଭ କରିଥିଲେ।

ପରେ ସ୍ଥାନୀୟ ବନ୍ଧ ଆଡ଼ି ଓ ସ୍ଥାନୀୟ ମହାଦେବ ମନ୍ଦିରରେ ଗ୍ରାମବାସୀଙ୍କ ସହିତ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes