ସିଏମସିର ନୂଆ କମିଶନର ଭାବେ କାର୍ଯ୍ୟରେ ଯୋଗଦେଲେ ନିଖିଲ ପବନ କଲ୍ୟାଣ

କଟକ ମହାନଗର ନିଗମର ନୂଆ କମିଶନର ଭାବେ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି ନିଖିଲ ପବନ କଲ୍ୟାଣ।

କଟକରେ ସାମଗ୍ରୀକ ବିକାଶ ପାଇଁ ସମସ୍ତ ଉଦ୍ୟମ କରିବା ସହ ସହରର ବିକାଶ ପାଇଁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତ୍ବରାନ୍ବିତ କରାଯିବ ବୋଲି ନିଖିଲ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes