ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଖୋର୍ଦ୍ଧା ଜିଲ୍ଲା କଳାରାହାଙ୍ଗ ପଞ୍ଚାୟତ ଜିଆରଏସ ବାବୁଲି ପଢିହାରୀଙ୍କ ଘରେ ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ କରିଛି ।

ରଘୁନାଥପୁର ତାଙ୍କ ପୈତୃକ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ଼ ଚାଲିଥିବା ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes