ପିକଅପ ଭ୍ୟାନ ଓଲଟି ୩୦ରୁ ଅଧିକ ଆହତ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସିନ୍ଧିଗୁଡା ଗାଁର ଭଗବତୀ ସୌରାଙ୍କ ଝିଅ ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲାରେ ବିବାହ କରିଥିଲେ ।ସେଠାକୁ ଏକ ପିକଅପ ଭ୍ୟାନରେ ପ୍ରାୟ ୪୦ଜଣ ବୁଲିବାକୁ ଯାଇ ଫେରିବା ବାଟରେ ଝିଟିକୁଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡି ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।

ସ୍ଥାନୀୟ ଲୋକେ ଓ ପୁଲିସ ସେମାନଙ୍କୁ ଉଦ୍ଧାରକରି ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes