ଜମି ଜାଲିଆତି ଘଟଣାରେ ଦୁଇ କିରାଣି ନିଲମ୍ବିତ

ବଲାଙ୍ଗୀର ଜିଲ୍ଲା ଧୂମାମରା ଠାରେ ଜମି ଜାଲିଆତି ଘଟଣାରେ ଦୁଇଜଣ କିରାଣି ମକରଧ୍ୱଜ କାଲସାଏ ଏବଂ ଦୀପକ ବାଗଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି l
ଉଭୟେ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes