ଉଲୁଣ୍ଡା ମୁଖ୍ୟ ଚିକିତ୍ସାଳୟରେ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ ଅବସରରେ ସଚେତନତା ରଥର ଆଜି ଶୁଭାରମ୍ଭ ହୋଇଯାଇଛି ।

ଏହି ରଥ ଆସନ୍ତା ୨୪ପର୍ଯ୍ୟନ୍ତ ବ୍ଳକର ସମସ୍ତ ଗାଁକୁ ଯାଇ ସଚେତନ ବାର୍ତ୍ତା ଦେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes