ସାହାରା କାର୍ଯ୍ୟାଳୟ ଘେରିଲେ ଜମାକାରୀ

ପ୍ରତିଶ୍ରୁତି ଅନୁସାରେ ସାହାରା ଇଣ୍ଡିଆ ଜମା ଟଙ୍କା ଫେରସ୍ତ କରୁ ଣ ଥିବାରୁ ଆଜି ଭୁବନେଶ୍ୱର ସହିଦନଗର ସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟାଳୟକୁ ଜମାକାରୀ ମାନେ ଘେରିଛନ୍ତି l ଏ ନେଇ କମ୍ପାନୀ କର୍ମକର୍ତ୍ତା କିଛି ପ୍ରତିକ୍ରିୟା ଦେଇନାହାନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes