ଜମିବାଡିକୁ କେନ୍ଦ୍ର କରି ଭୁବନେଶ୍ବରରେ ହଣାକଟା

ଭୁବନେଶ୍ବର ରସୁଲଗଡ଼ ଛକରେ କଟୁରୀରେ ହାଣିବା ଯୋଗୁଁ ବିମ୍ବାଧର ଜେନା ଗୁରୁତର ହୋଇଛନ୍ତି।

ବିମ୍ବାଧରଙ୍କର ରସୁଲଗଡ଼ ଛକରେ ହୋଟେଲ ରହିଛି। ରସୁଲଗଡ଼ ଗାଁର ଦିପୁ ବଳିୟାର ସିଂ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes